ଆମେରିକା ର ରାସ୍ତାରେ ଡାନ୍ସ କରିବା ପଡିଲା ମହଙ୍ଗା ସବ୍ୟସାଚୀ(sabya) , ଅର୍ଚିତା ((archita) ଓ ଏଲିନା (Elina) – ଦେଖନ୍ତୁ ଭିଡିଓ

ବିଶେଷ ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅଭିନୟ ଦୁନିଆ ସମସ୍ତ ଙ୍କ ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଅଭିନୟ ଦୁନିଆ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇବା ପାଇଁ ଅନେକ ଚଳଚ୍ଚିତ୍ର ନିର୍ମିତ ହେଉଛି । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ।

 

ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ହଁ ବନ୍ଧୁ ତାହା ନିଜ ସୁଟିଂ ସେଟ ର ଦୃଶ୍ୟ କୁ ନେଇ ହେଉ ବ୍ୟକ୍ତିଗତ ଜୀବନ ର ଦୃଶ୍ୟ କୁ ନେଇ ହେଉ । ଆପଣ ମାନେ ଅଭିନେତା ସବ୍ୟଶଚି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରି ର ଆଗ ଧାଡି ର ଅଭିନେତା ।

ଆପଣ ମାନେ ସବ୍ୟସାଚୀ ଙ୍କୁ ବହୁ ସାରା ଚଳଚିତ୍ର ରେ ଦେଖିଥିବେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରି ଥିବାର , ନିଜ ଅଭିନୟ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ , ଛୋଟ ପିଲା ଠାରୁ ବୃଦ୍ଧ ଲୋକ ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଜାଣିଛନ୍ତି । ଠିକ୍ ସେହିଭଳି ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ,

 

 

 

ଏହି ଅଭିନେତ୍ରୀ ଜଣକ ମଧ୍ୟ ନିଜ ଜବରଦସ୍ତ ଅବିନୟ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ବହୁ ସାରା ଚଳଚିତ୍ର ନିଜ ଜବରଦସ୍ତ ଅଭିନୟ ଦେଖାଇ ଚଳଚିତ୍ର କୁ ଲୋକ ପ୍ରିୟ କରାଇ ପାରିଛନ୍ତି ଓ ନିଜେ ମଧ୍ୟ ଲୋକ ପ୍ରିୟ ହୋଇପାରିଛନ୍ତି । ଆପଣ ମାନେ ଜାଣିଥିବେ ଅର୍ଚ୍ଚିତା ଓ ସବ୍ୟ ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ବେଶ୍ ଖୁସି ରେ ଅଛନ୍ତି ।

 

ଉଭୟ ବର୍ତ୍ତମାନ୍ ସମୟ ରେ ଆମେରିକାରେ ଅଛନ୍ତି ଓ ତାଙ୍କ ସହିତ ଆମେରିକା ଯାଇଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଉ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏଲିନା ସାମନ୍ତରାୟ ବର୍ତ୍ତମାନ୍ ସମୟ ରେ ଆମେରିକାରେ ଅଛନ୍ତି ।

 

 

ତେବେ ଅଭିନେତା ସବ୍ୟ ଓ ଦୁଇ ଅଭିନେତ୍ରୀ ଅର୍ଚ୍ଚିତା ଓ ଏଲିନା ସାମନ୍ତରାୟ ଆମେରିକା ରେ ରହି ଆମ ଓଡିଆ ପ୍ରବାସୀ ମାନ ଙ୍କ ସହ ବହୁ ସାରା ମଜା ମସ୍ତି କରିଛନ୍ତି , ଅନେକ ଦିନ ହୋଇଯିବ ସେମାନେ ଆମେରିକା ରେ ରହିବା ର । ତାହେଲେ ବର୍ତ୍ତମାନ୍ ସମୟ ରେ ଅର୍ଚିତା ଓ ଏଲିନା ଙ୍କ ସହ ସବ୍ୟ ଜବରଦସ୍ତ ନାଚ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକା ରାସ୍ତା ଉପରେ ।।

Leave a Reply

Your email address will not be published.