ଆମେରିକା ରୁ ଏହି ଜିନିଷ ଆଣିବା ଅର୍ଚ୍ଚିତା (Archita) ସବ୍ୟ (Saby) ଙ୍କ ପାଖରେ ଜିଦ କରୁଛନ୍ତି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି ଓ ଏହି ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି ଓ ବେଳେ ବେଳେ ବେଶ ଚର୍ଚ୍ଚା ରେ ରୁହନ୍ତି , ତେବେ ଏହା ସୁଟିଂ ସେଟ ର ହେଉ ବା ବ୍ୟକ୍ତିଗତ ଜୀବନ କୁ ନେଇ ହେଉ ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଦୁଇ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଏକ ଦୃଶ୍ୟ କୁ ନେଇ । ତାହେଲେ ଏହି ଦୁଇ ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଉଭୟ ଙ୍କ ମଧ୍ୟ ରୁ ଅର୍ଚ୍ଚିତା ନିଜ କାର୍ଯ୍ୟ ପାଇଁ ବେଶ୍ ଚର୍ଚ୍ଚା ରେ ଅଛନ୍ତି


ତାହେଲେ ବନ୍ଧୁଗଣ ଆପଣ ମାନେ ଅର୍ଚ୍ଚିତା ସାହୁ ଙ୍କୁ ବେଶ୍ ଭଲ ଭାବେ ରେ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଭାବେ ବେଶ୍ ପରିଚିତ , ଅର୍ଚ୍ଚିତା ସାହୁ ବହୁତ୍ କମ୍ ବୟସ ରୁ ନିଜ ଜବରଦସ୍ତ ଅଭିନୟ ଓଡିଆ ଇଣ୍ଡଷ୍ଟ୍ରି ରେ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ।

ତାହେଲେ ବନ୍ଧୁଗଣ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ବେଶ୍ ଭଲ ଭାବେ ରେ ଜାଣିଥିବେ ଯିଏ କି ଏକ ରିଆଲିଟ ସୋ ମାଧ୍ୟମ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି । ଏଲିନା ନିଜ ଜବରଦସ୍ତ ଅଭିନୟ ପାଇଁ ଆଜି ବେଶ୍ ଲୋକ ପରିଚିତ ଓ ଆପଣ ମାନେ ମଧ୍ୟ ଏଲିନା ଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ।

ତାହାଲେ ବନ୍ଧୁଗଣ ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହିତ ଓଡ଼ିଶା ର ଘର୍ ଘରେ ପରିଚିତ । ଏହି ଦୁଇ ଲୋକ ପ୍ରିୟ ଅଭିନେତ୍ରୀ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରେ ରୁହନ୍ତି । ବର୍ତ୍ତମାନ୍ ସମୟ ରେ ଉଭୟ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ।

ହଁ ବନ୍ଧୁ ବର୍ତମାନ ସମୟ ରେ ଉଭୟ ଆମେରିକା ରେ ଅଛନ୍ତି , ତାହେଲେ ଏକ ଦୃଶ୍ୟ ରେ ଦେଖିବାକୁ ମିଳିଛି ଯେ ଅର୍ଚ୍ଚିତା ଆମେରିକା ରେ ଏକ ବଡ ଟେଡି ଧରିଛନ୍ତି ଆଣିବା ପାଇଁ ଓ ଏହି ଟେଡି କୁ ନେଇ ସେ ଓଡ଼ିଶା ଆଣିବେ ବୋଲି କହିଛନ୍ତି ଓ ଏହା କୁ ନେଇ ଏଲିନା ସାମନ୍ତରାୟ ଭିଡିଓ କରିବା ସହ ହସୁଥିବା ର ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.