ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି । ତେବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଆପଣ ମାନେ ଜାଣିଥିବେ ଏହି ଅଭିନେତା ଓ ଅଭିନେତ୍ରୀ ମାନେ ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଚର୍ଚ୍ଚା ରେ ରୁହନ୍ତି ।
ତେବେ ବନ୍ଧୁଗଣ ଆଜି ସେହିଭଳି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବର୍ତ୍ତମାନ୍ ସମୟ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ କନ୍ୟା ସନ୍ତାନ ଙ୍କୁ ନେଇ । ତେବେ ଆସନ୍ତୁ ଏହି ବିଷୟ ରେ ଜାଣିବା ।
ତେବେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ଶୁଭାଶିଷ ଓ ଅଭିନେତ୍ରୀ ଆନିସା , ତେବେ ଉଭୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି । ତେବେ ସୁଭାସିସ ଓ ଆନିସା ଙ୍କୁ ଆପଣ ମାନେ ବହୁ ସାରା ଧାରାବାହିକ ଓ ଚଳଚ୍ଚିତ୍ର ରେ ଦେଖିଥିବେ ଜବରଦସ୍ତ ଅଭିନୟ କରି ଥିବାର ।
ତେବେ ଉଭୟ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ତେବେ ଉଭୟ ନିଜ ଅଭିନୟ ପାଇଁ ଆଜି ବହୁ ନାମ ଅର୍ଜନ କରିବା ସହ ଓଡିଶା ର ଘର୍ ଘରେ ପରିଚିତ । ତେବେ ଆପଣ ମାନେ ଜାଣିଥିବେ ଉଭୟ ସୁଟିଂ ସେଟ ରୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଓ ବିବାହ ପରେ ଉଭୟ ବେଶ୍ ଖୁସି ରେ ଅଛନ୍ତି ।
ତେବେ ବିବାହ ପରେ ଅଭିନେତ୍ରୀ ଆନିସା ଅଭିନୟ ଦୁନିଆ ରୁ ଦୂରେଇ ହୋଇ ଯାଇଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ସୁଭାସିସ ଓ ଆନିସା ବାପା ମା ହୋଇଛନ୍ତି ଓ ଗତ କିଛି ମାସ ତଳେ ଉଭୟ ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ନିଜ କନ୍ୟା କୁ ନେଇ ଶୁଭାଶିଷ ଓ ଅନିସା ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି ।
ତେବେ ବର୍ତ୍ତମାନ୍ ସମୟ ରେ ସୁଭାସିସ ଓ ଆନିସା ଙ୍କ ଝିଅ ଭିଓନା ବେଶ୍ ଚର୍ଚ୍ଚା ରେ ଅଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୁଭାସିସ ଙ୍କ କୁନି ଝିଅ ବେଶ୍ ଚର୍ଚ୍ଚା ରେ ଅଛି ଓ ତାର ଏକ ଭିଡିଓ ମଧ୍ୟ । ତେବେ ଏହି ଭିଡିଓ ରେ ଭିଓନା ଧାର୍ମିକ ବସ୍ତ୍ର ପରିଧାନ କରିଛନ୍ତି ଓ ବହୁତ୍ କ୍ୟୁଟ ମଧ୍ୟ ଦେଖା ଯାଉଛନ୍ତି । ତେବେ ଏହି ଭିଡିଓ ରେ ଭିଓନା ଙ୍କ କୁନି ରଥ ମଧ୍ୟ ଦେଖିବାକୁ ମିଳିଛି ।ତେବେ ଉଭୟ ନିଜ ଝିଅ କୁ ନେଇ ବେଶ୍ ଖୁସି ଅଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।