ଅର୍ଚ୍ଚିତା (Archita) କହିଲେ ସବ୍ୟ (Sabyasachi) ତାଙ୍କର ସବୁ କାମ ନିଜେ କରନ୍ତି, ମୁଁ କିଛି ବଡ ସାଥ ଦେଇନି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ କି ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ବହୁତ ଦମଦାର ଭାବରେ ଅଭିନୟ କରୁଛନ୍ତି । ତେବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଥିବା ସବୁ ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କ ର ଦମଦାର୍ ଅଭିନୟ ପାଇଁ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରୁହନ୍ତି ।

ତେବେ ସବୁ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କ ମଧ୍ୟ ରୁ ଅଭିନେତା ସବ୍ୟସାଚ୍ଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ଅନ୍ୟତମ ଅଟନ୍ତି । ତେବେ ଏ ଦୁହେଁ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏକ ଜଣାଶୁଣା ଅଭିନେତା ଓ ଅଭିନେତ୍ରୀ ହେବା ସହ ସେ ଲୋକପ୍ରିୟ ଅଟନ୍ତି ସୋସିଆଲ୍ ମିଡ଼ିଆ ରେ ମଧ୍ୟ ।
ତେବେ ଓଡ଼ିଆ ହିରୋ ସବ୍ୟସାଚ୍ଚୀ ଙ୍କ ବିଷୟ ରେ ଯେତେ କହିଲେ ମଧ୍ୟ କମ ହେବ ।

ତେବେ ସବ୍ୟସାଚ୍ଚୀ ଙ୍କ ଅଭିନୟ ଦେଖିବାକୁ ସମସ୍ତେ ବହୁତ ଭଲ ପାଆନ୍ତି । ତେବେ ଅଭିନେତା ସବ୍ୟସାଚ୍ଚୀ ଙ୍କ ଅଭିନୟ ଆରମ୍ଭ କରିଥିଲେ ଓଡ଼ିଆ ଆଲବମ୍ ସଙ୍ଗ ରୁ । ଅଭିନେତା ସବ୍ୟସାଚ୍ଚୀ ସେ ଓଡ଼ିଆ ଆଲବମ୍ ରେ ନିଜର ସୁନ୍ଦର ଅଭିନୟ କରି ସେ ଓଡ଼ିଆ ଚଳଚିତ୍ର ପାଇଁ ସୁଯୋଗ ପାଇଥିଲେ । ତେବେ ସବ୍ୟସାଚ୍ଚୀ ସୁନ୍ଦର ଅଭିନୟ କରିବା ସହ ତାଙ୍କୁ ସମସ୍ତେ ସମାଜ ସେବି ଭାବରେ ଅଧିକ ଜାଣନ୍ତି ।

ତେବେ ସବ୍ୟସାଚ୍ଚୀ ତାଙ୍କର ଅଭିନୟ ପାଇଁ ଯେତିକି ଚର୍ଚ୍ଚା ରେ ନାହାନ୍ତି ସେତିକି ସେ ଲୋକ ମାନଙ୍କୁ ସେବା ରେ ଅଧିକ ଚର୍ଚ୍ଚା ରେ ଥାନ୍ତି ସୋସିଆଲ୍ ମିଡ଼ିଆ ରେ ସବ୍ୟସାଚୀ ଙ୍କ ସମାଜ ସେବି ପାଇଁ ସେ ବହୁତ ଚର୍ଚ୍ଚା ରେ ରହୁଛନ୍ତି ସବ୍ୟ । ତେବେ ଅଭିନେତ୍ରୀ ଅର୍ଚିତାଙ୍କୁ ତାଙ୍କ ସ୍ବାମି ତଥା ଆଭିନେତା ବା ସମାଜ ସେବି ସବ୍ୟସାଚୀ ଙ୍କ ବିଷୟ ରେ ପଚରା ଯାଇଥିଲା କି ସବ୍ୟସାଚ୍ଚୀ ସମାଜ ସେବା ପାଇଁ ବହୁତ ଆଗକୁ ଯାଇଛନ୍ତି ସେ ରିୟଲ୍ ହିରୋ ମଧ୍ୟ ହେଇ ସାରିଲେଣି ତେବେ ଅର୍ଚିତା ଙ୍କ ର ସହଭାଗା କେତେ ରହିଛି ତେବେ କ’ଣ କହିଲେ ଏହାର ଉତ୍ତର ରେ ଅର୍ଚିତା ଆସନ୍ତୁ ଜାଣିବା ।

ଅର୍ଚିତା ଙ୍କ ଉତ୍ତର କହିଲେ କି ସବ୍ୟସାଚ୍ଚୀ ଯାହା ବି କରନ୍ତି ସେ ନିଜେ କରନ୍ତି ତାଙ୍କ ର ପ୍ରତ୍ୟେକ କାମ ସେ ଛୋଟ ହେଉ କି ବଡ଼ ସବୁ କାମ ନିଜେ କରିବାକୁ ଭଲ ପାଆନ୍ତି । ସବ୍ୟ ଙ୍କ ପରିବାର ଅଛନ୍ତି ସପୋର୍ଟ କରିବାକୁ ହେଲେ ହେଲେ ସେ କାମ ତ ନିଜେ କରନ୍ତି । ସବ୍ୟ ସମସ୍ତ ଙ୍କୁ ସାହାଯ୍ୟ କରିବା ପାଇଁ 24*7 ବ୍ୟସ୍ତ ରୁହନ୍ତି ଏ ବିଷୟ ରେ କେବେ ବି ଅର୍ଚ୍ଚିତା ଅଭିଯୋଗ କରି ନାହାନ୍ତି ସବ୍ୟଙ୍କୁ ଯଦି ସବ୍ୟସାଚ୍ଚୀ କାହା କୁ ସାହାଯ୍ୟ କରି ସେ ଖୁସି ରେ ରହୁଛନ୍ତି କିମ୍ବା ଶାନ୍ତି ପାଉ ଛନ୍ତି ତାହେଲେ ମୁଁ କେବେ ବି ତାଙ୍କୁ ହଇରାଣ କରିବି ନାହିଁ ତାଙ୍କୁ ତାଙ୍କ କାମ ରେ ସବୁବେଳେ ସାହାଯ୍ୟ କରିବି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.