ଅର୍ଚ୍ଚିତା (Archita) ଓ ଅରିନ୍ଦମ (Arindam) ଙ୍କ ମଧ୍ୟରେ ହେଲା ପଞ୍ଚା ଲଢେଇ, କିଏ ଜିତିଲା ଦେଖନ୍ତୁ Video

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ବହୁ ଲୋକ ପ୍ରିୟ ଅଭିନେତା ମାନେ ରାଜନୀତି ଦୁନିଆ ରେ ପ୍ରବେଶ କରିଛନ୍ତି । ତେବେ ଅଭିନୟ ଦୁନିଆ ରେ ନିଜ କୁ ପରିଚିତ କରାଇବା ପରେ କିଛି ଅଭିନେତା ମାନେ ରାଜନୀତି ରେ ପାଦ ଦେଉଛନ୍ତି , ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅରିନ୍ଦମ ରାୟ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ କାରଣ ସେ ରାଜନୀତି ଦୁନିଆ ରେ ପାଦ ଥାପି ଛନ୍ତି ।


ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ଅରିନ୍ଦମ ରାୟ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କ ସହିତ ପଞ୍ଝା ଲଢେଇ ଖେଳୁଥିବା ର ଦେଖିବାକୁ ମିଳିଛି । ତେବେ ଆଜି ଆମେ ଜାଣିବା ଯେ ଏହି ପଞ୍ଝ ଲଢେଇ ରେ କିଏ ଜିତିଛନ୍ତି ବୋଲି , ତେବେ ଆସନ୍ତୁ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ହେଉଛନ୍ତି ଅରିନ୍ଦମ ରାୟ , ତେବେ ସେ ଆଗ ଧାଡି ର ଲୋକ ପ୍ରିୟ ଅଭିନେତା । ତେବେ ସେ ଅଭିନୟ ଜୀବନୀ ମଧ୍ୟ ରେ ବହୁତ୍ ସାରା ଚଳଚ୍ଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ରାଜନୀତି ଦୁନିଆ ରେ ପାଦ ଥାପି ଛନ୍ତି ।

ତେବେ ବନ୍ଧୁଗଣ ଠିକ ସେହିଭଳି ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ତେବେ ସେ ତାଙ୍କ ଜୀବନ ରେ ବହୁତ୍ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସବ୍ୟ , ଙ୍କୁ ବିବାହ କରି ବେସ୍ ଖୁସି ରେ ଅଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅରିନ୍ଦମ ରାୟ ଏଵଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପଞ୍ଜା ଲଢେଇ ଖେଳୁଛନ୍ତି ଓ ଏହି ଖେଳ ରେ ଅର୍ଚ୍ଚିତା ଜିତି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି , ତେବେ ଆପଣ ମାନେ ଏହି ଏହି ଦୃଶ୍ୟ ଟି କୁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉଥିବେ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.