ଅଭିଯୋଗ ପରେ ମୁହଁ ଖୋଲିଲେ ଦୈତାରୀ ପଣ୍ଡା (Daitari Panda) ଯାତ୍ରା ପାର୍ଟି ଉପରେ ଆଣିଲେ ପାଲଟା ଅଭିଯୋଗ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦୈତାରୀ ପଣ୍ଡା ଙ୍କ ନାଁ ରେ ଅଭିଯୋଗ ଆସିଛି ତେବେ ଏହି ଅଭିନେତା କୁ କିଏ ବା ନଜାଣେ । ତେବେ ଦୈତାରୀ ପଣ୍ଡା ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଏବଂ ଯାତ୍ରା ଦୁନିଆ ରେ ସେ ଜଣେ ବହୁତ ଜଣାଶୁଣା ଅଭିନେତା ହେବା ସହ ସେ ଲୋକପ୍ରିୟ ମଧ୍ୟ ଅଟନ୍ତି । ତେବେ ଦୈତାରୀ ପଣ୍ଡା ଙ୍କ ନାଁ ରେ ଆସିଲା ଥାନା ରେ ଅଭିଯୋଗ ତେବେ ଅଭିଯୋଗ କରିଛନ୍ତି ରାଜଧାନୀ ର ମିଡ଼ିଆ ହୋସ ର ସିଓ ହର ବାରିକ । ତେବେ ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟ କୁ ଧୋକ୍କା ଦେବାର ଅଭିଯୋଗ ଆସିଛି ।

ତେବେ ଏମିତି କିଛି ଅଭିଯୋଗ ନେଇ ଆସିଛନ୍ତି ହରି ବାରିକ ଦୈତାରୀ ପଣ୍ଡା ଙ୍କ ବିରୋଦ୍ଧ ରେ । ତେବେ ହରି ବାରିକ ଙ୍କ କହିବା ଅନୁଯାୟୀ 2022 ରୁ 2023 ମସିହା ପାଇଁ ଦୈତାରୀ ପଣ୍ଡା ପାର୍ବତୀ ଗଣନାଟ୍ୟ ରୁ 15 ଲକ୍ଷ ଟଙ୍କା ଅଗ୍ରିମ ନେଇଥିଲେ । ତେବେ 21 ଜୁନ ରୁ ସେ ପାର୍ବତୀ ଗଣନାଟ୍ୟ ରେ ଯୋଗ ଦେବା କଥା କିନ୍ତୁ ଯାତ୍ରା ପାର୍ଟି ତରଫରୁ ତାଙ୍କ ପାଖକୁ ଯୋଗାଯୋଗ କରିଥିଲେ ମଧ୍ୟ ଦୈତାରୀ ପଣ୍ଡା କିଛି ଉତ୍ତର ଦେଇ ନଥିଲେ । ତେବେ ତା ପରେ ହରି ବାରିକ ଦୈତାରୀ ପଣ୍ଡା ଙ୍କୁ ବହୁତ ଖୋଜା ଖୋଜି ବି କଲେ ତଥାପି ତାଙ୍କୁ କେହି ପାଇ ନଥିଲେ ତେଣୁ ହରି ବାରିକ ଥାନାରେ ଅଭିଯୋଗ କରିଥିଲେ ଦୈତାରୀ ପଣ୍ଡା ଙ୍କ ନାଁ ରେ ।

ତେବେ ଏ ନେଇ ଦୈତାରୀ ପଣ୍ଡା ନିଜେ କହିଛନ୍ତି କି ଏ ସବୁ କଥା ମିଛ । ସେ ଏମିତି କିଛି କାମ କରି ନାହାନ୍ତି । ତେବେ ଯେତେବେଳେ ଯାତ୍ରା ବନ୍ଦ ହୋଇ ଯାଇଥିଲା ସେତେବେଳେ ଦୈତାରୀ ପଣ୍ଡା ମଞ୍ଜରି ଚ୍ୟାନେଲ୍ ରେ କାମ କରୁଥିଲେ ତେବେ ତାପରେ ସେ ପାର୍ବତୀ ଗଣନାଟ୍ୟ କୁ ଯାଇଥିଲେ ସମସ୍ତେ ଡାକିବାରୁ ତେବେ ସେ ସେଠାରେ 4 ମାସ ମାସିକ ଦରମା ଅନୁସାରେ ସେ ସେଠାରେ କାମ କରିବେ କହି ଥିଲେ ।

ସେଠାରେ ଦୈତାରୀ ପଣ୍ଡା କହିଥିଲେ ସେ ଯଦି କାମ କରିବେ ତେବେ ପୁରୁଣା ପିଲା ମାନଙ୍କ ଦହ୍ କାମ କରିବେ ବୋଲି କହୁଥିଲେ ସେ ଚାହୁଁ ନଥିଲେ ନୂଆ ଲୋକ ଙ୍କ ସହ କାମ କରିବା ପାଇଁ ତେବେ ଦୈତାରୀ ପଣ୍ଡା ମଧ୍ୟ ପୁରୁଣା ଆକ୍ଟ୍ରେସ୍ ମାନଙ୍କ ନାଁ କହିଲେ ହେଲେ ସେମାନେ ମନା କଲେ ହେଲେ ସେମାନେ କିନ୍ତୁ ନୂଆ ପିଲା କୁ ରଖି କରିବେ କହିଲେ ଯାହା କି ଦୈତାରୀ ପଣ୍ଡା ଙ୍କୁ ଠିକ ଲାଗିଲା ନାହିଁ ।

ଆଡଭନ୍ସ ମାଗିଥିଲେ ହେଲେ ସେମାନେ ମନା କଲେ । ତେବେ ଦୈତାରୀ ପଣ୍ଡା କହିଛନ୍ତି କି ସେ ଯେତିକି କାମ କରିଛନ୍ତି ସେତିକି ହିଁ ପଇସା ଦେଇଛନ୍ତି କିଛି ଅଧିକ ଦେଇ ନାହାନ୍ତି ତେବେ କିଛି ଅଧିକ ଦେବାର ଏଗ୍ରିମେଣ୍ଟ ମଧ୍ୟ ନାହିଁ । ତେବେ ତାଙ୍କୁ ହଇରାଣ କରିବା ପାଇଁ ବାସ ଏମିତି ସମସ୍ତେ କରିଛନ୍ତି ବୋଲି କହିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

Leave a Reply

Your email address will not be published.