ଅଭିନେତ୍ରୀ ରାନୀ ପଣ୍ଡା (Rani Panda) କହିଲେ ଖଣ୍ଡଗିରି ଯାତ୍ରାରେ ବ୍ଳା-ଉ-ଜ ଖୋଲିଲି ବୋଲି ଫେମସ ହେଲି – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତାହାଲେ ବର୍ତ୍ତମାନ୍ ସମୟ ରେ ରାନୀ ପଣ୍ଡା ଗଣ ମାଧ୍ୟମ ନିକଟ ରେ କିଛି ପ୍ରତିକ୍ରିୟା ରଖିଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ତାହେଲେ ରାନୀ ପଣ୍ଡା କହିଛନ୍ତି ଯେ ଖଣ୍ଡଗିରି ରେ ବ୍ଲାଉଜ ଖୋଲିଲି ବୋଲି ଫେମସ୍ ହେଲି ।


ମୋତେ ଅନେକ ଲୋକ ମୋତେ ଭଲ ପାଇଛନ୍ତି ମୋତେ ଚିତା କାଟି ଛନ୍ତି କିନ୍ତୁ ମୁଁ ଭଲ ପାଇଛି କାହାକୁ ଚିତା କାଟିନି କାହାଠୁ ଟଙ୍କା ଟିଏ ଖାଇ ନାହିଁ । ଛୋଟ ପିଲା ଓ ବଡ ଲୋକ ମାନେ ମୋବାଇଲ ଖୋଲିଲେ ଯାହା କିଛି ଦେଖୁଛନ୍ତି ତା ଠାରୁ ମୁଁ ଖରାପ୍ କରୁ ନାହିଁ । ଆଇଟମ ପରଫର୍ମ ର ଓଡ଼ିଶା ରେ କ୍ବଳିଟି କେହି ବୁଝନ୍ତି ନାହିଁ ।

ରାନୀ ପଣ୍ଡା କିଛି ଲୋକ ଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି କିନ୍ତୁ ସେମାନେ ଖାଇ ପିଇ ଚିତା କାଟିଛନ୍ତି ଓ ଯେଉଁଥି ସେ ଆଉ ବିବାହ କରିବାକୁ ଇଚ୍ଛୁକ ନୁହଁନ୍ତି ଏବଂ ରାନୀ ପଣ୍ଡା ଙ୍କୁ ବିବାହ କରିବା ପାଇଁ ଓଡ଼ିଶା ରେ କେହି ଟୋକା ନାହାଁନ୍ତି । ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ବିବାଦୀୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ।

ଜଣେ ସାମାଜିକ କର୍ମୀ ମଧ୍ୟ । ସେ ସାହାର୍ଯ୍ୟ କରି ବାମ୍ପ ପୋଲିଓ ପ୍ରବଳ ନେଇ ଯାଇଛନ୍ତି ଓ ଆଗକୁ ସେ ସାହାର୍ଯ୍ୟ କରିବେ କି ନାହିଁ ସେ ଜାଣି ନାହାଁନ୍ତି । ଯଦି ଲୋକ ମାନ ଙ୍କ ସମର୍ଥନ ମିଳେ ତାହେଲେ ନିଜ ରୋଜଗାର ରୁ ମୁଁ ଲୋକ ଙ୍କୁ ସାହାର୍ଯ୍ୟ କରିବି । ବିବାଦ କୁ ନେଇ ରାନୀ ପଣ୍ଡା କହିଛନ୍ତି ।

ଯେ ବିବାଦ ସବୁବେଳେ ଲାଗି ରହିବ , ବିବାଦ ଯେଉଁଠି ରାନୀ ପଣ୍ଡା ସେଇଠି ଓ ବିବାଦ ନାହିଁ ତ ରାନୀ ପଣ୍ଡା ନାହିଁ । ରାନୀ ପଣ୍ଡା ଜଣେ ଭଲ ଅଭିନେତ୍ରୀ ହେବା ସହିତ ଭଲ ଗାୟିକା ମଧ୍ୟ । ତାହାଲେ ସେ ଯାତ୍ରା ରେ ଅଭିନୟ କରିଛନ୍ତି , ବହୁ ରିଆଲିଟ ରେ ନଜର ଆସିଛନ୍ତି , ଧାରାବାହିକ ଓ ଚଳଚ୍ଚିତ୍ର ରେ ନଜର ଆସୁଛନ୍ତି ।

ରାନୀ ପଣ୍ଡା ଙ୍କୁ ଲୋକ ପରିଚିତ କରାଇ ପାରିଛି ଏହି ଯାତ୍ରା ଜଗତ , ତାହାଲେ ବନ୍ଧୁଗଣ ଏହି ଭଳି ଭାବେ ଅନେକ କଥା କହିଛନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ବର୍ତ୍ତମାନ୍ ସମୟ ରେ ରାନୀ ପଣ୍ଡା ଲୋକ ପ୍ରୀୟତା ବେଶ୍ ଅଧିକ ରହିଛି ଓ ଦର୍ଶକ ମାନ ଙ୍କ ଭଲ ପାଇବା ପାଇ ରାନୀ ପଣ୍ଡା ବେଶ୍ ଖୁଶି ଅଛନ୍ତି ।।

Leave a Reply

Your email address will not be published.