ଅଭିନେତ୍ରୀ ରଶ୍ମିରେଖାଙ୍କ (Rasmirekha) ବଏଫ୍ରେଣ୍ଡ୍ ଆଉ ଏକ୍ସ ବଏଫ୍ରେଣ୍ଡ୍ ସାମ୍ନା ସାମ୍ନି ଜେରା ହେବେ – ଦେଖନ୍ତୁ Video

ମନୋରଞ୍ଜନ ରାଜ୍ୟ

ଦର୍ଶକ ବନ୍ଧୁ ସାମ୍ନା ସାମ୍ନି ବସିବେ ରାଜା ଆଉ ସନ୍ତୋଷ , ତେବେ ପୋଲିସ ତଦନ୍ତ ରେ ଦୁଇ ପ୍ରେମିକ କହିବେ ସେ ଅକୁହା କଥା ଯାହାକି ଜୀବନ ନେଇଗଲା ରଶ୍ମି ରେଖା ଙ୍କ । ସାମ୍ନା ସାମ୍ନୀ ବସିବେ ରାଜା ଓ ସନ୍ତୋଷ ତେବେ ପୋଲିସ ପଚାରିବ ପ୍ରଶ୍ନ ଓ ଏହି ପ୍ରଶ୍ନ ଉତ୍ତର ବ୍ଦେବେ ଉଭୟ । ତେବେ କଣ ସନ୍ତୋଷ ଙ୍କ ପାଇଁ କଣ ରାଜା ଚୁପି ଚୁପି ରଶ୍ମି ରେଖା ଙ୍କ ସହ କଥା ହେଉଥିଲେ ।


ନାଆ ସନ୍ତୋଷ କୁ ଡରି ରଶ୍ମି ରେଖା ଚୋରା ପିରତି ରଖୁଥିଲେ ରାଜା ଙ୍କ ସହ । ତେବେ ରାଜା କହୁଛନ୍ତି ଯେ ରଶ୍ମି ରେଖା ଙ୍କ ସହ ୬ ମାସ ହେଲା ସଂପର୍କ ନାହିଁ । ତେବେ ଏପଟେ ସନ୍ତୋଷ ମଦ ପିଇ ରଶ୍ମି ଙ୍କୁ କହୁଛନ୍ତି ତୋର ଆଉ ରାଜା ମଧ୍ୟ ରେ କଣ ସଂପର୍କ ଅଛି । ତେବେ ତ୍ରିକୋଣୀଅ ପ୍ରେମ୍ କାହାଣୀ କି ଏଇ କଣ ରଶ୍ମି ଉଭୟ ରାଜା ଓ ସନ୍ତୋଷ ଙ୍କୁ ଭଲ ପାଉଥିଲେ ।


ତେବେ ଉଭୟ ଙ୍କୁ ପୋଲିସ ବସେଇବ ସାମ୍ନା ସାମ୍ନି ଓ ତା ପରେ ଯାଇ ପ୍ରକୃତ୍ କଥା ସାମ୍ନା କୁ ଆସିବ । ତେବେ ସନ୍ତୋଷ କୁ କୌଣସି ଦୋଷ ନ ଦେବା ରଶ୍ମି ରେଖା ସୂ-ଈ ସା-ଇ-ଟ୍ ନୋଟ ରେ ଲେଖି ଯାଇଛନ୍ତି । ତେବେ ରଶ୍ମି ରେଖା ଙ୍କ ବାପା ମା କହୁଛନ୍ତି କେବଳ ସନ୍ତୋଷ ପାଇଁ ଆମ ଝିଅ ଜୀବନ ଚାଲି ଯାଇଛି ।


ଝିଅ ଚାହୁଁଛି ଯେ ତାର ପ୍ରେମିକ କୁ କେହି କିଛି ନ କୁହନ୍ତୁ ନ ହେଲେ ସେ ସମସ୍ତ ଙ୍କୁ ହଇରାଣ କରିବ । ତେବେ ଦୁଇ ପ୍ରେମିକ ଙ୍କ ମଧ୍ଯ ରେ କାହା ପାଇଁ ଜୀଵନ ଯାଇଛି ରଶ୍ମି ରେଖା ଙ୍କ । ତେବେ ଭୁବନେଶ୍ୱର ରେ ଏକଲା ରହି ସୁଟିଂ ସେଟ କୁ ଯାଉଥିଲେ ରଶ୍ମି ରେଖା । ତେବେ ପୋଲିସ ଏହାର ତଦନ୍ତ କରୁଥିବା ସମୟ ରେ ଅପେକ୍ଷା ରହିଲା ସନ୍ତୋଷ ଫେରିବାକୁ ,

ତେବେ ପରେ ପୋଲିସ ଉଭୟ ଙ୍କୁ ସାମ୍ନା ସାମ୍ନିି ବସାଇ ଜେରା କରିବ । ତେବେ ଯାହା ସୂଚନା ମିଳିଛି ଯେ ରଶ୍ମି ରେଖା ଆ-ତ୍ମ-ହ-ତ୍ୟା କରିଛନ୍ତି , ତେବେ ଯଦି ଆ-ତ୍ମ-ହ-ତ୍ୟା କରିଛନ୍ତି ତାହେଲେ ଆ-ତ୍ମ-ହ-ତ୍ୟା କରିବାକୁ ତାଙ୍କୁ ବାଧ୍ୟ କିଏ କରିଛି । ତେବେ ଏହି ଭଳି ସବୁ କିଛି ର ଉତ୍ତର ଆଗାମୀ ଦିନ ମାନ ଙ୍କ ରେ ନିଶ୍ଚୟ ଜଣା ପଡିଯିବ ତଦନ୍ତ ପରେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.