ଅପରାଜିତା ଙ୍କ ସମ୍ପୂର୍ଣ ବିବରଣୀ || Aprajita mohanty – ଘର ,ଗାଁ ,ପରିବାର ଓ ହିନ୍ଦୁ ନା ମୁସଲିମ ଜାଣନ୍ତୁ ସବୁ କିଛି …

Uncategorized

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନବେ ଦଶକରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଓଡ଼ିଆ ଦର୍ଶକ ମାନଙ୍କୁ ଭରପୁର ମନୋରଞ୍ଜନ ଯୋଗାଇ ଆସୁଛନ୍ତି। ନିଜର ଅଭିନୟର ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅପରାଜିତା ମହାନ୍ତି।

ଅପରାଜିତା ମହାନ୍ତି ଙ୍କୁ କିଏ ବା ନଜାଣେ! ନିଜର ଜବରଦସ୍ତ ଅଭିନୟ ଦ୍ଵାରା ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଆଜି ଆମେ ଜାଣିବା ଅପରାଜିତା ମହାନ୍ତି ଙ୍କ ବିଷୟରେ କିଛି ଅଜଣା କଥା।
ତେବେ ଅପରାଜିତା ମହାନ୍ତି ୧୯୬୫ ମସିହା ମଇ ମାସ ୧୫ ତାରିଖରେ ସମ୍ବଲପୁର ଠାରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କର ବୟସ ହେଉଛି ୫୭ ବର୍ଷ। ୧୯୮୦ ମସିହାରେ ସେ ସୀତା ଲବକୁଶ କଥାଚିତ୍ରରୁ ନିଜ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କୁ ରାତାରାତି ଅନେକ ଲୋକପ୍ରିୟତା ଆଣିଦେଇଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି। ଓଡ଼ିଆ ଦର୍ଶକ ମାନଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଇ ଚାଲିଛନ୍ତି।

ତେବେ ଅପରାଜିତା ମହାନ୍ତି ଜଣେ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ମୁସଲମାନ ହୋଇଥିବା ବେଳେ ତାଙ୍କ ମା ହେଉଛନ୍ତି ଜଣେ ହିନ୍ଦୁ। ଏହା ସହିତ ଅପରାଜିତା ମଧ୍ୟ ହିନ୍ଦୁ ପରିବାରକୁ ବୋହୂ ହେଇ ଆସିଛନ୍ତି। ଏଥିପାଇଁ ଅପରାଜିତା ଅନେକ ଇଣ୍ଟରଭ୍ୟୁ ରେ କହିଛନ୍ତି କି, ଉଭୟ ଧର୍ମ ପାଇଁ ତାଙ୍କର ସମାନ ଦୃଷ୍ଟି ରହିଛି। ସେ ଆଲ୍ଲା ଓ ପ୍ରଭୁ ରାମ ଦୁହିଁଙ୍କୁ ମାନିଥାନ୍ତି।

ଅପରାଜିତା ଓଡ଼ିଶା ରାଜନୀତି ର ମଧ୍ୟ ଜଣେ ଜଣାଶୁଣା ଚେହେରା। ଅପରାଜିତା ଙ୍କ ଜେଜେବାପା ଜଣେ ମନ୍ତ୍ରୀ ଥିଲେ । ଅପରାଜିତା ମଧ୍ୟ ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟା ଅଛନ୍ତି। ଅପରାଜିତା ଙ୍କ ପରିବାର ବିଷୟରେ କହିବାକୁ ଗଲେ ପରିବାରରେ ତାଙ୍କର ସ୍ବାମୀ ଉତ୍ତମ ମହାନ୍ତି, ପୁଅ ବାବୁଶାନ୍ ମହାନ୍ତି, ବୋହୂ ତୃପ୍ତି ଓ ନାତି ଜୀୱନ୍ ଅଛନ୍ତି।

ତେବେ ଅପରାଜିତା ଙ୍କ ସମ୍ପତି ବିଷୟରେ କହିବାକୁ ଗଲେ ଅପରାଜିତା ଗୋଟିଏ ଚଳଚ୍ଚିତ୍ର ରେ ଅଭିନୟ କରିବାକୁ ୧୦-୧୨ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ବର୍ତ୍ତମାନ ସମୟରେ ତାଙ୍କର ଗୋଟିଏ ଆଲିସନ୍ ଘର ଓ ତିନୋଟି କାର ରହିଛି।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.