ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ପୁଣି ଚର୍ଚ୍ଚା ରେ ଅଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଉଭୟ ଙ୍କ ଏକାଧିକ ମାମଲା ବର୍ତ୍ତମାନ୍ ସମୟ ରେ କୋର୍ଟ ରେ ବିଚାରାଧୀନ ଥିବା ସମୟ ରେ ପୁଣି ଉଭୟ ଙ୍କୁ ନେଇ ଆସି ଯାଇଛି ଏକ ବଡ ଖବର ।
ବର୍ତ୍ତମାନ୍ ସମୟ ରେ ଅଭିନେତା ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀ ଙ୍କ ନିକଟ କୁ ଏକ ଗୀତା ପଠାଇ ଛନ୍ତି ତାଙ୍କ ଆଇନଜୀବୀ ସହାୟତା ରେ । ଗତ କାଲି ଉଭୟ ଙ୍କ ପାରିବାରିକ ବିବାଦ କଟକ ଜିଲ୍ଲା ଜର୍ଜ ଙ୍କ କୋର୍ଟ ରେ ହୋଇଥିଲା , ତେବେ ଏହି ସମୟ ରେ। ଅନୁଭବ
ଆଇନଜୀବୀ ଙ୍କୁ ଏକ ଗୀତା ପ୍ରଦାନ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଦେଇ ଦେବା ପାଇଁ ।ତେବେ ବିବାଦ ଶ୍ଳୋକ ପଢି ତାକୁ ଭଲ ଭାବରେ ରେ ବୁଝି ବିବାଦ ଟି କୁ ସମାଧାନ କରିବା ପାଇଁ କହିଛନ୍ତି । ତେବେ ଉଭୟ ଙ୍କ ପରବର୍ତ୍ତୀ ଶୁଣାଣି ୧୧ ତାରିଖରେ ହେବା କୁ ଯାଉଛି । ଆପଣ ମାନେ ଜାଣିଥିବେ ସାଧାରଣତଃ କୋର୍ଟ ରେ କୌଣସି ବ୍ୟକ୍ତି ନିଜ ପ୍ରତିକ୍ରିୟା ରଖିବା ପୂର୍ବ ରୁ ତାଙ୍କ ଗୀତା ଧରି ଶପଥ କରିବାକୁ ପଡିଥାଏ ।
ତେବେ ଏଠି ଅନୁଭବ ମହାନ୍ତି ବର୍ଷା ଙ୍କୁ ଗୀତା ଭାଗବତ ଦେବା ସହ ଏହାକୁ ସବୁଦିନ ପାଠ କରି ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ତେବେ ବନ୍ଧୁଗଣ କିଛି ଦିନ ତଳେ କୋର୍ଟ ବର୍ଷା ଙ୍କୁ ନିର୍ଦ୍ଦେଶ ଦେଇ ଥିଲେ ଯେ ଅନୁଭବ ଙ୍କ ଘର୍ ଛାଡ଼ିବା ପାଇଁ ।
ତେବେ ଅନୁଭବ ବର୍ଷା କୁ ପ୍ରତିମାସରେ ୩୦ ହଜାର ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦିଆ ଯାଇଥିଲା । ତେବେ ଏହା କୁ ବିରୋଧ କରି ବର୍ଷା ପ୍ରିୟଦର୍ଶିନୀ ଜିଲ୍ଲା କୋର୍ଟ ଦ୍ବାରସ୍ଥ ହୋଇଥିଲେ । ତେବେ ବର୍ତ୍ତମାନ୍ ସମୟ ରେ ଏହି ଖବର ଟି ବେଶ୍ ଚର୍ଚ୍ଚା ରେ ଅଛି । ତେବେ ଉଭୟ ନିଜ ବିବାଦ ପାଇଁ ବେଶ୍ ଚର୍ଚ୍ଚା ରେ ରୁହନ୍ତି ।
ତେବେ ଉଭୟ ଙ୍କ ବିବାଦ ର ସମାଧାନ ହେବା ପରିବର୍ତ୍ତେ ଦିନ କୁ ଦିନ ନୁଆ ମୋଡ଼ ନେଉଛି । ତେବେ ଉଭୟ ଙ୍କ ବିବାଦ ର ସମାଧାନ ଆଉ ଏହି ଜନ୍ମ ରେ ହୋଇ ପାରିବ ନାହିଁ । ତେବେ ଉଭୟ ଏକାଠି ହେବା ଅସମ୍ଭବ ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ