ଅନୁଭବ (Anubhav) ଦୁଃଖଟାକୁ କଣ ମଜାକ ଭାବିଛନ୍ତି ..ତାଙ୍କ ନାଁ ରେ ଫେ-କ ନ୍ୟୁଜ ବନାଉଛନ୍ତି ଏମିତି କହିଲେ ଆଇନଜୀବି ମୋନାଲିସା – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଉଭୟ ନିଜ ବିବାଦ ପାଇଁ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ କିଛି କମ୍ ଲୋକ ଅନୁଭବ ଙ୍କ ନାମ ରେ ଫେକ ନ୍ୟୁଜ ଦେଉଛନ୍ତି , ତେବେ ବର୍ତ୍ତମାନ୍ ସମୟ ରେ ଏହା କୁ ନେଇ ମୁହଁ ଖୋଲିଛନ୍ତି ଆଇନଜୀବୀ ମୋନାଲିସା ଗନ୍ତାୟତ ।


ତେବେ ସେ କହିଛନ୍ତି ଏହି ଟା ହେଉଛି ଏକ ଅଲଗା କେସ ଯେଉଁଠି ସ୍ବାମୀ ସ୍ତ୍ରୀ ବାହାଘର ର ୮ ବର୍ଷ ପରେ ସଂପର୍କ ନାହିଁ କିଛି ଭଲ ପାଇବା ନାହିଁ । ତେବେ ବର୍ଷା ପ୍ରିୟଦର୍ଶିନୀ ଯେଉଁ ସିନ୍ଦୂର ପାଇଁ ଲଢୁଛନ୍ତି ତାହା କେବଳ ଅଭିନୟ । ହଁ ବନ୍ଧୁ ବର୍ଷା ଅଭିନୟ ରେ ମାଷ୍ଟର ଡିଗ୍ରୀ କରିଛନ୍ତି ।ତେବେ ଅନୁଭବ ଏହି କେସ ଟି ଜିତିବ ହୁଏ ତ ଆଜି ଜିତି ପାରେ ହୁଏ ତ କାଲି ଜିତି ପରେ ନହେଲେ ଡେରି ହେବ କିନ୍ତୁ ଅନୁଭବ ହିଁ ଜିତିବ ।

କାରଣ ତାଙ୍କ ପାଖ ରେ ଏଭିଡେନ୍ସ , ତେବେ ଅନୁଭବ ଙ୍କ ମା ତାଙ୍କୁ ସବୁ କିଛି କଥା କହିଛନ୍ତି ଯାହାକୁ ସେ ଗଣ ମାଧ୍ୟମ କୁ ମଧ୍ୟ କହିଛନ୍ତି । ତେବେ ଆଇନଜୀବୀ ମୋନାଲିସା କହୁଛନ୍ତି ଯେ ମାଆ ଆଜି ଗର୍ବ ସହିତ କହୁଛି ଯେ ତମ ଝିଅ ତମ ସାଙ୍ଗ ରେ ଅଛି ଓ ରହିବ ଓ ଆଗକୁ ମଧ୍ୟ ରହିବ । ତେବେ ଓଡ଼ିଶା ର ସମସ୍ତ ଲୋକ ମଧ୍ୟ ଆପଣ ଙ୍କ ପୁଅ ଙ୍କ ସାଥ ରେ ଅଛନ୍ତି ।

ତେବେ ଆପଣ ଙ୍କ ପୁଅ ନ୍ୟାୟବାନ ସତ୍ୟବାନ୍ ଓ ସେ ସଦା ସର୍ବଦା ନ୍ୟାୟ ରେ ଅଛନ୍ତି । ତେବେ ଅନେକ କଷ୍ଟ ସହିବା ପରେ ସେ ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଛାଡ଼ପତ୍ର ପିଟିସନ ଦାଖଲ କରିଥିଲେ । ତେବେ ସମସ୍ତେ ସବୁ କିଛି ଜାଣିବା ପରେ ମଧ୍ୟ ଖରାପ କମେଣ୍ଟ ଦେବେ ଫେକ ନ୍ୟୁଜ ଦେବେ କି ଅନୁଭବ ମହାନ୍ତି କାନ୍ଦୁଛନ୍ତି ।

ତେବେ ଅନୁଭବ ମହାନ୍ତି ଙ୍କ ଦୁଃଖ କୁ କଣ ଆପଣ ମାନେ ମଜାକ ବନାଇ ଦେଉଛନ୍ତି । ତେବେ ଏହି ଭଳି ନ କରିବା ପାଇଁ ଆଇନଜୀବୀ ମୋନାଲିସା କହିଛନ୍ତି । ତେବେ ବନ୍ଧୁଗଣ ଏହି ଭଳି ଅନେକ କିଛି କଥା କହିଛନ୍ତି ଆଇନଜୀବୀ ମୋନାଲିସା । ତେବେ ବନ୍ଧୁଗଣ ଆପଣ ମାନେ ତ ଉଭୟ ଙ୍କ ବିବାଦ ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ ।

ତେବେ ଉଭୟ ଙ୍କ ବିବାଦ ରେ ଜଣ ଙ୍କୁ ନେଇ ଫେକ ନ୍ୟୁଜ ବନାଇବା ତାହା କେତେଦୂର ଭଲ । ତେବେ ଆଉ ଏହି ଭଳି କରନ୍ତୁ ନାହିଁ , ସମୟ କୁ ଅପେକ୍ଷା କରନ୍ତୁ କେବେ ଏହି ଦୁଇ ଙ୍କ ବିବାଦ ର ସମାଧାନ ହେଉଛି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.