ଅନୁଭବ (Anubhav) କହିଲେ ବର୍ଷା (Varsha) ବହୁତ ପାୱାରଫୁଲ, ବର୍ଷାଙ୍କ ପଛରେ କିଏ ଅଛନ୍ତି ଜାଣିଲେ ଆଶ୍ଚର୍ଯ୍ୟ ହେବେ – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଯୋଡି ବିଷୟ ରେ କ’ଣ ସବୁ କୁହା ଯାଉଛି । ଆଉ ତାଙ୍କ ବିଷୟ ରେ କ’ଣ କ’ଣ ସବୁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ତେବେ ସୋସିଆଲ ମିଡ଼ିଆ ରେ ଯେତେବେଳେ ବି ଆପଣ ଓପନ କରିବେ ସେତେବେଳେ କେବଳ ଅନୁଭବ ଓ ବର୍ଷା ଙ୍କ ବିଷୟ ରେ ହିଁ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି । ତେବେ ତାଙ୍କର ପରିବାର ର ବାଦ ବିବାଦ ଏତେ ମାତ୍ରା ରେ ଆଗକୁ ବଢ଼ି ଗଲାଣି ଯାହା ବନ୍ଦ ହେବାର ନାଁ ବି ଉଠୁନି ।

ତେବେ ଆପଣ ମାନେ ଜାଣିଥିବେ କି ଅନୁଭବ ବହୁତ ଥର ନିଜର ଲାଇଭ୍ ଭିଡିଓ କରି ସୋସିଆଲ୍ ମିଡ଼ିଆ ରେ ସେୟାର କରିଛନ୍ତି ଆଉ ତାଙ୍କ ଭିଡିଓ ରେ କିଛି ଦର୍ଶକ ମାନେ ଅନୁଭବ ସପୋର୍ଟ କଲା ବେଳେ ଆଉ କିଛି ଦର୍ଶକ ମାନେ ବର୍ଷା ଙ୍କୁ ସପୋର୍ଟ କରୁଛନ୍ତି । ତେବେ ସବୁବେଳେ ଗଣ ମାଧ୍ୟମ ରେ ଅନୁଭବ ମହାନ୍ତି ଚର୍ଚ୍ଚା ରହୁଛନ୍ତି । ଅନୁଭବ ମହାନ୍ତି ତାଙ୍କ ର ପାରିବାରିକ ଘଟଣା ସବୁ ସୋସିଆଲ୍ ମିଡ଼ିଆ ରେ ସେୟାର ମଧ୍ୟ କରିଛନ୍ତି କିନ୍ତୁ ସବୁ ସମୟ ରେ ଅନୁଭବ ମହାନ୍ତି ସୋସିଆଲ୍ ମିଡ଼ିଆ ରେ ଟ୍ରୋଲ୍ ହେଉଛନ୍ତି କି ସେ ବର୍ଷା କୁ ସୋସିଆଲ୍ ମିଡ଼ିଆ ରେ ଅଧିକ ଖରାପ କରି କହୁଛନ୍ତି ।

ସବୁ ବେଳେ ବର୍ଷା କୁ ସମସ୍ତେ ସୋସିଆଲ୍ ମିଡ଼ିଆ ରେ ସମସ୍ତେ ସମର୍ଥ କରୁଥିବର୍ ଅଧିକ ନଜର ରେ ଆସନ୍ତି । ତେବେ ଅନୁଭବ ପ୍ରାୟତଃ ସମୟ ରେ ସୋସିଆଲ୍ ମିଡ଼ିଆ ରେ କିଛି ନା କିଛି କହିଥାନ୍ତି ଅଭିନେତ୍ରୀ ବର୍ଷା ଙ୍କ ବିଷୟ ରେ କିନ୍ତୁ ବର୍ଷା ସବୁ ଶୁଣି ମଧ୍ୟ ଚୁପ ରୁହନ୍ତି ଆଉ କିଛି ବି ଗଣ ମାଧ୍ୟମ ଆଗରେ କୁହନ୍ତି ନାହିଁ ।

ତେବେ ଆପଣ ମାନେ ଜାଣିଥିବେ କି ଏହି କିଛି ଦିନ ତଳେ ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ପ୍ରତି ମାସର ୧୦ ତାରିଖ ପୂର୍ବରୁ ୩୦ ହଜାର ଦେବେ ବୋଲି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛି । ଆଉ ଏହି ନିର୍ଦ୍ଦଶେ ଅନୁଯାୟୀ ଅନୁଭବ ବର୍ଷା ଙ୍କୁ 30 ହଜାର ଟଙ୍କା ଦେଇ ସାରିଲେଣି । କୋର୍ଟ ର ଅର୍ଡର ଅନୁସାରେ ବର୍ଷା ନିଜ ପାଇଁ ଗୋଟିଏ ଘର ଖୋଜିବେ । ଏହା ବାବଦ ରେ ଅନୁଭବ ବର୍ଷା ଙ୍କୁ ପ୍ରତି ମାସ ରେ 30 ହଜାର ଟଙ୍କା ଦେବେ। ଆଉ ଏଇଠି ପାଇଁ ଅନୁଭବ ମଧ୍ୟ ବହୁତ ଖୁସି ରେ ଅଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ଅନୁଭବ ଙ୍କ ଆଉ ଏକ ନୂଆ ଭିଡିଓ ଆସିଛି ତେବେ ସେ ଫୁଣିଥରେ ବର୍ଷା ଙ୍କୁ ବିଷୟ ରେ କିଛି କହିବାର ନଜର ରେ ଆସିଛନ୍ତି । ତେବେ ଅନୁଭବ କହିଛୁ କି ବର୍ଷା ପ୍ରିୟଦର୍ଶିନୀ ବହୁତ ପାୱାରଫୁଲ୍ ଅଛନ୍ତି । କ’ଣ ରିଜନ୍ ଆଉ କାହିଁକି ତାହା କେବେଳ ବର୍ଷା ପ୍ରିୟଦର୍ଶିନୀ ହିଁ କହି ପାରିବେ । ତେବେ ଅନୁଭବ ଙ୍କ କହିବା ଅନୁସାରେ ବର୍ଷା ବହୁତ ପପୁଲାର ଆଉ ବହୁତ ପାୱାରଫୁଲ୍ ମଧ୍ୟ ଅଟନ୍ତି ଅନୁଭବ ନିଜେ ଜଣେ ସାଂସଦ ହୋଇ ମଧ୍ୟ ତାଙ୍କ ପାଖରେ ଯେତେ ପାୱାର ନାହଁ ସେତିକି ଆଜିକା ଦିନରେ ବର୍ଷା ବହୁତ ପାୱାରଫୁଲ୍ ଅଟନ୍ତି ।

ସେ ଯଦି ପାୱାରଫୁଲ୍ ହେଇ ନଥାନ୍ତେ ମିଛ ଆଲିଗେସନ୍ ଲଗେଇ ଲଗେଇ କି ଜଣେ ବହୁତ ବାଃ ବାଃ ସାଉନ୍ତୁଛନ୍ତି । ଅନୁଭବ ନିଜେ ସତ କହି କହିକି ଅ-ପ-ମା-ନି-ତ ହେଉଛନ୍ତି ଅନୁଭବ ଙ୍କ ପରିବାର ପୁରା କଷ୍ଟ ପାଉଛନ୍ତି ତାଙ୍କ ବାପା ଓ ବଡ଼ ବାପା ଙ୍କ ଦେହ ଭଲ ନାହିଁ ଏ ସବୁ କ’ଣ ପାଇଁ ହେଉଛି । ଏ ସବୁ କାରଣ କେବଳ ହେଉଛନ୍ତି ବର୍ଷା ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.