ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ବେଶ୍ ଚର୍ଚ୍ଚା ରେ ଅଛନ୍ତି ନିଜ ପରିବାରିକ ବିବାଦ କୁ ନେଇ ।
ତାହେଲେ ଉଭୟ ଷ୍ଟାର୍ ହେଉଥିବାରୁ ଉଭୟ ଙ୍କ ଅନେକ ପ୍ରଶଂସକ ଅଛନ୍ତି । ବିବାଦ ପରେ ଅଭିନେତା ଅନୁଭବ ଙ୍କୁ କିଛି ଲୋକ ସମର୍ଥନ କରୁ ଥିବା ସମୟ ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ କିଛି ଲୋକ ସମର୍ଥନ କରିଛନ୍ତି । ଉଭୟ ଙ୍କ ବିବାଦ ଟି ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥିବା ସମୟ ରେ ଉଭୟ ଙ୍କୁ ନେଇ ଆସୁଛି ବଡ ଖବର ।
ଆପଣ ମାନେ ଜାଣିଥିବେ ଯେ ଉଭୟ ସୁଟିଂ ସେଟ ରୁ ଭଲ ପାଇ ବିବାହ କରିଥିଲେ ନିଜ ଇଚ୍ଛା ଅନୁଯାୟୀ । ବିବାହ ର କିଛି ଦିନ ବେଶ୍ ହସ ଖୁସି ରେ ରହିବା ପରେ ଉଭୟ କିଛି ବିବାଦ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ଓ ଉଭୟ ଙ୍କ ବିବାଦ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ଉଭୟ ଙ୍କ ସମାଧାନ ହୋଇ ନାହିଁ ।
ଉଭୟ ବେଳେ ନିଜ ବିବାଦ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବନ୍ଧୁଗଣ କହିବାକୁ ଗଲେ ଅନୁଭବ ନିଜ ପାରିବାରିକ ବିବାଦ ପାଇଁ ବେଶ୍ ଚର୍ଚ୍ଚା ରହି ଥାଆନ୍ତି । ଆପଣ ମାନେ ଜାଣିଥିବେ ଯେ ଉଭୟ ଙ୍କୁ ନେଇ ସୋସିଆଲ ମିଡ଼ିଆ ରେ ଅନେକ ଖବର ଆସିଥାଏ ଓ ବର୍ତ୍ତମାନ୍ ସମୟ ରେ ସେହିଭଳି ଏକ ଖବର ଆସି ଯାଇଛି ।
କଟକ ପାରିବାରୁ ଅଦାଲତ ରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଙ୍କ ତରଫ ରୁ କାଲି ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି , ବର୍ଷା ଙ୍କ ତରଫ ରୁ କାଲି ଅନୁଭବ ଙ୍କୁ ଜେରା କରାଯିବାକୁ ଥିଲା କିନ୍ତୁ ଅନୁଭବ ଉପସ୍ଥିତ ଥିବା ସମୟରେ ତାଙ୍କୁ ଜେରା କରିବା ପାଇଁ ବର୍ଷା ଙ୍କ ତରଫ ରୁ କେହି ଅଦାଲତ ଉପସ୍ଥିତ ନ ଥିଲେ ।
ଅନ୍ୟ ପକ୍ଷରେ ଅଦାଲତ ରେ ଅନୁଭବ ଙ୍କ ତରଫ ରୁ ଆଉ କେହି ସାକ୍ଷୀ ଦେବେ ନାହିଁ ବୋଲି ଦର୍ଶାଇ ଏକ ପିଟିସନ ଦାଖଲ କରା ଯାଇଥିଲା । ଅଦାଲତ ମାମଲା ର ଶୁଣାଣି କରି ଅନୁଭବ ଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲା ର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ କୁ ଧାର୍ଯ୍ୟ କରା ଯାଇଛି । ତେବେ ଏ ନେଇ ସୁଚନା ଦେଇଛନ୍ତି ଅନୁଭବ ଙ୍କ ଓକିଲ ଆଲୋକ କୁମାର ମହାପାତ୍ର ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।