ଅନୁଭବ ଙ୍କ ପ୍ରିୟ ଖାଦ୍ୟ ଶୁଖୁଆ ଓ ପଖାଳ !! ଅନୁଭବ(Anubhav) ଙ୍କ ଗୁମର ଖୋଲି ଏମିତି କହିଲେ ସୁର ଭାଇ … ଦେଖନ୍ତୁ ଭିଡିଓ

ବିଶେଷ ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଦିନ ଥିଲା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଥିଲେ ଓ ଏହି ଅଭିନେତା ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଅନେକ ଆଗ କୁ ନେଇଥିଲେ ଓ ଲୋକ ପ୍ରିୟ ମଧ୍ୟ କରାଇଥିଲେ । ତାହେଲେ ବର୍ତ୍ତମାନ୍ ସମୟ ରେ ସେହି ଲୋକ ପ୍ରିୟ ଅଭିନେତା ମାନ ଙ୍କ ମଧ୍ୟ ରୁ ଅନେକ ଅଭିନେତା ଅଛନ୍ତି ଯେଉଁ ମାନେ ଏହି ଦୁନିଆ ଛାଡ଼ି ଆର ପାରି କୁ ଚାଲି ଯାଇଛନ୍ତି ।

କିଛି ଅଭିନେତା ଅଛନ୍ତି ଯେଉଁ ମାନେ ଭଲ ଅଭିନେତା ହୋଇ ବେଶ୍ ଲୋକ ପରିଚିତ ହୋଇ ବର୍ତ୍ତମାନ୍ ରାଜନୀତି ରେ ପାଦ ଦେଇ ଅଭିନୟ ଜଗତ ରୁ ଦୂରେଇ ହୋଇ ଯାଇଛନ୍ତି । ଅନେକ ଦର୍ଶକ ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ୍ ସମୟ ରେ ସେହି ଅଭିନେତା ଙ୍କ ଅଭିନୟ କୁ ଦେଖିବା ପାଇଁ ସେ ବେଶ୍ ଇଚ୍ଛୁକ ଅଟନ୍ତି ।

 

ତାହେଲେ ବନ୍ଧୁଗଣ ଆପଣ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ବର୍ତ୍ତମାନ୍ ସମୟ ରେ ଅଭିନୟ ଛାଡ଼ିବା ପରେ ରାଜନୀତି ଦୁନିଆ ରେ ପାଦ ଦେଇ କେନ୍ଦ୍ରାପଡ଼ା ର ସାଂସଦ ଅଛନ୍ତି।

 

ବର୍ତ୍ତମାନ୍ ସମୟ ରେ ସେ ଦିଲ୍ଲୀ ରେ ନିଜ କାର୍ଯ୍ୟ ରେ ବ୍ୟସ୍ତ ଅଛନ୍ତି , ତାହେଲେ ବନ୍ଧୁଗଣ ଏହାରି ଭିତରେ ଅନୁଭବ ଙ୍କ ପ୍ରିୟ ଖାଇବା କଣ ଆପଣ ମାନେ ଜାଣିବାକୁ ଚାହୁଁ ଛନ୍ତି , ତାହେଲେ ଆସନ୍ତୁ ଜାଣିବା । ଜଣେ ରୋଷେୟା ସୁରେନ୍ଦ୍ର ସାହୁ ଯାହାଙ୍କ ପାଖ ରୁ ଅନୁଭବ ଖାଇବା ଖାଈ ଥାଆନ୍ତି । ସେ କହିଛନ୍ତି ଯେ

 

 

ଅନୁଭବ ଙ୍କ ସଂପର୍କ ଅନେକ ଦିନ ର , ଏହି ଭଳି ଅନେକ କିଛି କହିଛନ୍ତି । ସେ କହିଛନ୍ତି ଲୋକ ମାନେ କଣ ପାଇଁ ଆଉ ହଲ କୁ ଆସୁ ସିନେମା ଦେଖିବା ପାଇଁ କାରଣ ଲୋକ ମାନେ ଆଜି କାଲି ନିଜ ମୋବାଇଲ ଓ ଟିଭି ମାଧ୍ୟମ ରେ ଘରେ ବସି ଦେଖୁଛନ୍ତି କେହି ବି ହଲ କୁ ଆସୁ ନାହାଁନ୍ତି । ଅନୁଭବ ସ୍ଵାଦ ଖାଇବା ହେଉଛି ଶୁଖୁଆ କିନ୍ତୁ ତାଙ୍କ୍ ଡାଇବେଟିସ ବଢ଼ି ଯାଇଥିବାରୁସେ ବର୍ତ୍ତମାନ୍ ଦହି ରୁଟି , ଅଣ୍ଡା ଖାଦ୍ୟ ଖାଇ ଥାଆନ୍ତି । ଅନୁଭବ ଶୁଖୁଆ ସହ କଙ୍କଡା ଖାଇବାକୁ ମଧ୍ୟ ପସନ୍ଦ କରନ୍ତି ।

Leave a Reply

Your email address will not be published.