ଅନୁଭବଙ୍କ (Anubhav) ଘର ଛାଡ଼ିବାକୁ ନେଇ ମୁହଁ ଖୋଲିଲେ ସ୍ତ୍ରୀ ବର୍ଷା (Varsha) – ଦେଖନ୍ତୁ ଭିଡିଓ

ମନୋରଞ୍ଜନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ବିବାଦ ବିଷୟ ରେ । ତେବେ ଉଭୟ ନିଜ ପାରିବାରିକ ବିବାଦ ପାଇଁ ସୋସିଆଲ ମିଡିଆ ରେ ବେଶ୍ ଚର୍ଚ୍ଚା ରେ ରହୁଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଅନୁଭବ ଘର୍ ଛାଡ଼ି ଅନ୍ୟତ୍ର ରହିବେ । ତେବେ ଅନୁଭବ ବର୍ଷା ଙ୍କ ସମସ୍ତ ଭରଣ ପୋଷଣ କରିବେ । ତେବେ ବନ୍ଧୁଗଣ କୋର୍ଟ ନିର୍ଦ୍ଦେଶ ଦେବେ ପରେ ବର୍ତ୍ତମାନ୍ ସମୟ ରେ ବର୍ଷା ପ୍ରିୟଦର୍ଶିନୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଉଭୟ ଙ୍କ ପାରିବାରିକ ବିବାଦ ପାଇଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ଘରେ ରହୁଥିଲେ ଓ ପୋଲିସ ପ୍ରୋଟେକ୍ସନ୍ ରେ ରହୁଥିଲେ । ତେବେ ଅନୁଭବ ଙ୍କ କହିବା ଅନୁଯାୟୀ ତାଙ୍କ ବାପା ମା ଅସୁସ୍ଥ ଓ ବର୍ଷା ନିଜ ଏକ ଘର ଙ୍କୁ ଜବର ଦଖଲ କରି ଏକୁଟିଆ ରହିଛନ୍ତି ଓ ପୋଲିସ୍ ପ୍ରୋଟେକ୍ସନ ରହୁଛନ୍ତି ।

ତେବେ ତାଙ୍କୁ ସେଠାରେ ରହିବାକୁ ଦିଆ ଯାଉ ନାହିଁ ବରଂ ବାହାର ପଟୁ ତାଲା ପକାଇ ଦେଉଛନ୍ତି । ତେବେ ସେ କୋର୍ଟ ରେ ଅପିଲ କରିଥଲେ ତାଙ୍କ ବାପା ବଡ ବାପା ଅସୁସ୍ଥ ଓ ସେଥିପାଇଁ ତାଙ୍କୁ ସେହି ଘର୍ ଦିଆ ଯାଉ ଓ ବର୍ଷା ଙ୍କୁ ଅନ୍ୟତ୍ର ରହିବାକୁ ଦିଆ ଯାଉ ଓ ତାଙ୍କ ଭରଣ ପୋଷଣ କରିବା ପାଇଁ ଅନୁଭବ ମହାନ୍ତି ରାଜି ଅଛନ୍ତି ।

ତେବେ ଅନୁଭବ ଙ୍କ ଏହି ପିଟିସନ କୁ ଗ୍ରହଣ କରି ଛନ୍ତି ମାନ୍ୟବର କୋର୍ଟ । ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ଙ୍କ ପୈତୃକ ଘର୍ । ତେବେ ବର୍ଷା ପ୍ରିୟଦର୍ଶିନୀ ନିଜ ଘର୍ ଖୋଜିବେ । ତେବେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଅଭିନେତା ଅନୁଭବ ମହାନ୍ତି ପ୍ରତିମାସ 10 ତାରିଖ ରେ 30 ହଜାର ଟଙ୍କା ଦେବେ ।

ତେବେ ପ୍ରଥମ ଟଙ୍କା ପାଇବା ର 2 ମାସ ମଧ୍ୟ ରେ ଘର୍ ଛାଡିବେ ବର୍ଷା ପ୍ରିୟଦର୍ଶିନୀ । ତେବେ ବର୍ତ୍ତମାନ୍ ସମୟ ରେ ଏହା କୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ କୋର୍ଟ ନିର୍ଦ୍ଦେଶ କୁ ସେ ସମ୍ମାନ ଦିଅନ୍ତି ଓ କୋର୍ଟ ଯାହା ବି ନିଷ୍ପତ୍ତି ନେଇଛନ୍ତି ସେ ତାକୁ ସମ୍ମାନ କରିବେ ଓ କୋର୍ଟ ର ନିୟମ କୁ ମାନି ଚଳିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

Leave a Reply

Your email address will not be published.