ସବୁଠୁ ଅଧିକ ଥର ବିବାହ କରିଛନ୍ତି ଏହି ଅଭିନେତ୍ରୀ ! ନାମ ଜାଣିଲେ ଆଶ୍ଚର୍ଯ ହେବେ
ନମସ୍କାର ବନ୍ଧୁଗଣ, ଆଜି ଆପଣମାନେ ଜାଣିପାରିବେ ଯେ ବଲୀଉଡ ର ଏହି ସବୁ ଆକ୍ଟରେସ ମାନେ ପ୍ରାୟ କେତେ ଥର ବିବାହ କରିଛନ୍ତି | ୧- ଏଥିମଧ୍ୟରୁ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି କିରଣ ଖେର। ସେ ପ୍ରାୟ ଦୁଇ ଥର ବିବାହ କରିଛନ୍ତି। କିରଣ ଖେର ଙ୍କ ପ୍ରଥମ ବିବାହ ଗୌତମ ବେରୀ ଙ୍କ ସହ ହେଇଥିଲା କିନ୍ତୁ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ର ଛାଡପତ୍ର ହେଇଗଲା ଏବଂ ଦ୍ୱିତୀୟ ବିବାହ ବଲିଉଡ ଅଭିନେତା […]
Continue Reading